ଅଟୋରେ ଆସି ଭୋଟ୍ ଦେଲେ ପାଣ୍ଡିଆନ

ଜନସାଧାରଣଙ୍କୁ ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ଅନୁରୋଧ କଲେ ଭୁବନେଶ୍ୱର: ଶନିବାର ସକାଳେ ବିଜେଡି ନେତା ଭିକେ ପାଣ୍ଡିଆନ ୟୁନିଟ୍-୬ର ୪୪ ନମ୍ବର ବୁଥ୍‌ରେ ପହଞ୍ଚି ଭୋଟ୍ ଦେଇଛନ୍ତି। ସକାଳୁ ଏକ ଅଟୋରେ ବସି ବୁଥରେ ପହଞ୍ଚି ଲମ୍ବା ଧାଡିରେ ଲାଇନରେ ଛିଡା ହୋଇ ସେ ଭୋଟ୍ ଦେଇଛନ୍ତି। ଭୋଟ ଦେବା ପରେ ପାଣ୍ଡିଆନ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ସମସ୍ତେ ବହୁସଂଖ୍ୟାରେ ଆସି ଭୋଟ ଦିଅନ୍ତୁ ଏବଂ ଗଣତନ୍ତ୍ରର ମହାପର୍ବରେ … Continue reading ଅଟୋରେ ଆସି ଭୋଟ୍ ଦେଲେ ପାଣ୍ଡିଆନ